अर्थ : ସାହିତ୍ୟଆଦିରେ ସେହି ପୁରୁଷ ଯାହାର ଚରିତ୍ର କୌଣସି କାବ୍ୟ, ନାଟକ ପ୍ରଭୃତିରେ ମୁଖ୍ୟରୂପରେ ଆସେ
							उदाहरण : 
							ଏହି କାହାଣୀର ନାୟକ ଶେଷରେ ବୀରଗତି ପ୍ରାପ୍ତ ହୋଇଯାଏ
							
पर्यायवाची : ନାୟକ, ମୁଖ୍ୟ ଚରିତ୍ର, ମୁଖ୍ୟ ନାୟକ, ହିରୋ
अन्य भाषाओं में अनुवाद :
The principal character in a play or movie or novel or poem.
hero