अर्थ : କାହାରି ପ୍ରତିପାଳନ କରିବାପାଇଁ ସାଧନର ବ୍ୟବସ୍ଥା କରିବା
							उदाहरण : 
							ଶ୍ୟାମ ଗୋଟିଏ ବଡ଼ ପରିବାରର ଭରଣପୋଷଣ କରୁଛି
							
पर्यायवाची : ପରିବାର ଚଳାଇବା, ପାଳନ କରିବା, ପ୍ରତିପାଳନ କରିବା, ଭରଣପୋଷଣ କରିବା
अन्य भाषाओं में अनुवाद :
अर्थ : ଖାଦ୍ୟଦ୍ୱାରା ଶରୀରକୁ ପୋଷଣ କରିବା ବା ଖାଦ୍ୟପଦାର୍ଥ ସେବନକରି ଶାରୀରିକ ପ୍ରକ୍ରିୟା ଜାରି ରଖିବା
							उदाहरण : 
							ମହାତ୍ମା କେବଳ ଫଳ ଓ ଦୁଧରେ ନିଜର ପୋଷଣ କରନ୍ତି
							
पर्यायवाची : ଆହାର କରିବା, ପାଳିତ କରିବା, ପୁଷ୍ଟିକରଣ କରିବା, ବର୍ଦ୍ଧନ କରିବା, ଭୋଜନ କରିବା
अन्य भाषाओं में अनुवाद :
* खाद्य द्वारा शरीर को पोषित करना या खाद्य वस्तुओं का सेवन करके शारीरिक क्रियाओं को बनाए रखना।
महात्माजी केवल फल और दूध पर अपने को पोषित करते हैं।