अर्थ : ସଫାସୁତୁରା କରିବା
							उदाहरण : 
							ପାଣିରେ ଫିଟିକିରି ପକାଇ ତାକୁ ପରିଷ୍କାର କରାଯାଏ
							
पर्यायवाची : ନିର୍ମଳ କରିବା, ସଫା କରିବା, ସ୍ୱଚ୍ଛ କରିବା
अन्य भाषाओं में अनुवाद :
अर्थ : ପାଣି ବା କୌଣସି ତରଳ ପଦାର୍ଥ ସହାୟତାରେ କୌଣସି ବସ୍ତୁ ଉପରୁ ମଇଳା ଆଦି ଛଡ଼େଇବା
							उदाहरण : 
							ଶ୍ୟାମା ମହାତ୍ମାଙ୍କ ଗୋଡ଼ ଧୋଉଛି ସନ୍ଥଜୀ ହାତଗୋଡ଼ ଧୋଉଛନ୍ତିଏହି ଯନ୍ତ୍ରାଂଶକୁ କିରାସିନିରେ ଧୁଅ
							
अन्य भाषाओं में अनुवाद :