अर्थ : ବଡ ଦୁର୍ଘଟନା ଯେଉଁଥିରେ ଅନେକ କ୍ଷୟକ୍ଷତି ଆଦି ହୋଇଥାଏ
							उदाहरण : 
							ଭାରତରେ ଅଦ୍ୟାବଧି ସୁଦ୍ଧା ଘଟିଥିବା ସବୁଠାରୁ ବଡ ଔଦ୍ୟୋଗିକ  ଦୁର୍ଘଟଣା ହେଉଛି ଭୋପାଳ ଗ୍ୟାସ ଦୁର୍ଘଟନା
							
पर्यायवाची : ଆକସ୍ମିକ ବିତ୍ପାତ, ଦୁର୍ଘଟନା
अन्य भाषाओं में अनुवाद :
An event resulting in great loss and misfortune.
The whole city was affected by the irremediable calamity.अर्थ : ଏଭଳି ଆକସ୍ମିକ କଥା ବା ଘଟଣା ଯେଉଁଥିରେ କଷ୍ଟ ବା ଦୁଃଖ ହୁଏ
							उदाहरण : 
							ଏହି ଦୁର୍ଘଟଣା ପରେ ତା ସ୍ୱଭାବରେ ବହୁତ ପରିବର୍ତ୍ତନ ଆସିଗଲା
							
पर्यायवाची : ଆକ୍ସିଡେଣ୍ଟ୍
अन्य भाषाओं में अनुवाद :