अर्थ : ସମୟର କିଛି ଅଂଶ ଯାହା ଗଣତିବେଳେ ଏକ ବୋଲି ଗଣାଯାଏ
							उदाहरण : 
							ମୁଁ ତାକୁ କେତେଥର ଫୋନ କରିଛି ମହାବୀର ସକାଳୁ ତିନିଥର ଖାଇଲାଣି
							
अन्य भाषाओं में अनुवाद :
अर्थ : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
							उदाहरण : 
							ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
							
अन्य भाषाओं में अनुवाद :
अर्थ : ସଂଖ୍ୟା ବିଚାରଦ୍ୱାରା ବନ୍ଧୁକରୁ ଗୋଳି ଚଲାଇବା କ୍ରିୟା
							उदाहरण : 
							ପୋଲିସ ଚାରିଥର ଗୋଳି ଚଳାଇଲେ
							
पर्यायवाची : ରାଉଣ୍ଡ୍
अन्य भाषाओं में अनुवाद :