अर्थ : ବିପତ୍ତି ବା ଅନିଷ୍ଟ ଆଶଙ୍କାରେ ମନରେ ଉତ୍ପନ୍ନ ହେଉଥିବା ବିକାର ବା ଭାବ
							उदाहरण : 
							ଗୁଜୁରାଟର ସାମ୍ପ୍ରଦାୟିକ ଦଙ୍ଗା ଲୋକଙ୍କ ମନରେ ଭୟ ସଂଚାର କଲା
							
अन्य भाषाओं में अनुवाद :
An emotion experienced in anticipation of some specific pain or danger (usually accompanied by a desire to flee or fight).
fear, fearfulness, frightअर्थ : ଅନିଷ୍ଟ ସମ୍ଭାବନାରୁ ମନରେ ହେଉଥିବା କଳ୍ପନା
							उदाहरण : 
							କୌଣସି ଦୁର୍ଘଟଣା ହେବ ବୋଲି ତାଙ୍କର ଆଶଙ୍କା ଥିଲା
							
पर्यायवाची : ଆଶଙ୍କା, ଭୟ, ଶଙ୍କା, ସଂଶୟ
अन्य भाषाओं में अनुवाद :
Fearful expectation or anticipation.
The student looked around the examination room with apprehension.अर्थ : ସଙ୍କଟର ଉଦେଶ୍ୟ ବା କାରଣ
							उदाहरण : 
							ଜାପାନରେ ଭୂକମ୍ପ ଗୋଟିଏ ସବୁଦିନିଆ ଭୟ  କାଶ୍ମୀରୀରେ ଆତଙ୍କବାଦ ଗୋଟିଏ ନିତିଦିନିଆ ଭୟ
							
अन्य भाषाओं में अनुवाद :