अर्थ : ରୋଗୀ ଟିକେ ଭଲ ହେବାପରେ ସେହି ରୋଗ ପୁଣି ଥରେ ହେବାର କ୍ରିୟା
							उदाहरण : 
							ଦାଦା ଆବର୍ତ୍ତନର ଶିକାର ହେଲେ
							
पर्यायवाची : ରୋଗ ଓଲଟିବା
अन्य भाषाओं में अनुवाद :
अर्थ : କୌଣସି ସ୍ଥାନଆଦିରେ ଚାରିପଟେ ବୁଲିବା କାମ
							उदाहरण : 
							ମା’ ସବୁଦିନେ ଶିବ ମନ୍ଦିର ପରିକ୍ରମା କରନ୍ତି
							
पर्यायवाची : ପରିକ୍ରମଣ, ପରିକ୍ରମା
अन्य भाषाओं में अनुवाद :
A single complete turn (axial or orbital).
The plane made three rotations before it crashed.अर्थ : ଘୂରିବାର ପ୍ରକ୍ରିୟା
							उदाहरण : 
							ପୃଥିବୀର ଘୂର୍ଣ୍ଣନ ଯୋଗୁଁ ଦିନରାତି ହୁଏ
							
पर्यायवाची : ଘୂର୍ଣ୍ଣନ
अन्य भाषाओं में अनुवाद :
The act of rotating as if on an axis.
The rotation of the dancer kept time with the music.अर्थ : ଗୋଲାକାରରେ ଘୂରିବା ବା ଚକ୍ରରେ ଘୂରିବା ବା ଘୂରାଇବା ପ୍ରକ୍ରିୟା,ଅବସ୍ଥା ବା ଭାବ
							उदाहरण : 
							ବଲର ଆବର୍ତ୍ତନ ବହୁତ ତୀବ୍ର
							
पर्यायवाची : ଘୂର୍ଣ୍ଣନ
अन्य भाषाओं में अनुवाद :