अर्थ : ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
							उदाहरण : 
							ଆଜି ମଧ୍ୟ ଭଲ ଓଡ଼ିଆ ଶବ୍ଦକୋଷର ଅଭାବ ରହିଛି
							
अन्य भाषाओं में अनुवाद :
A reference book containing an alphabetical list of words with information about them.
dictionary, lexicon