अर्थ : ଲଢ଼ିକରି ମରିବା
							उदाहरण : 
							ରାଣୀ ଲକ୍ଷ୍ମୀବାଈ ୧୮୫୭ ମସିହା ସଂଗ୍ରାମରେ ଝାସଦେଲେ
							
पर्यायवाची : ଝାସଦେବା, ଯୁଦ୍ଧକରିବା
अन्य भाषाओं में अनुवाद :
अर्थ : ସବୁବେଳେ ଲଢ଼େଇ ବା ବିରୋଧ କରିବା
							उदाहरण : 
							ଶ୍ୟମ ସମସ୍ତଙ୍କ ସାମ୍ନାରେ ମୋ ସହିତ ପ୍ରତିଦ୍ୱନ୍ଦିତା କଲା, ଏବେ ମୁଁ ତାକୁ ଛାଡ଼ିବି ନାହିଁ
							
पर्यायवाची : ପ୍ରତିଦ୍ୱନ୍ଦିତା କରିବା
अन्य भाषाओं में अनुवाद :
बराबर वालों से लड़ाई या विरोध करना।
श्याम मुझसे हमेशा प्रतिद्वंद्विता करता है।