अर्थ : କାହାରିକୁ ମୁତିବାପାଇଁ ପ୍ରବୃତ୍ତ କରିବା
							उदाहरण : 
							ମାଆ ସୁ ସୁ କହି ଶିଶୁକୁ ମୁତାଉଛନ୍ତି
							
पर्यायवाची : ପରିସ୍ରା କରାଇବା, ପ୍ରସ୍ରାବ କରାଇବା
अन्य भाषाओं में अनुवाद :
अर्थ : କାହାରିକୁ ପରିସ୍ରା କରିବା ନିମନ୍ତେ ପ୍ରବୃତ୍ତ କରାଇବା
							उदाहरण : 
							ମାଆ ଛୋଟ ପିଲାକୁ ମୁତାଉଛନ୍ତି
							
पर्यायवाची : ପରିସ୍ରା କରାଇବା
अन्य भाषाओं में अनुवाद :