अर्थ : ପାଚିଥିବା ଫସଲର ଶସ୍ୟର କାଣ୍ଡରୁ ଦାନାକୁ ଅଲଗା କରିବାପାଇଁ ବଳଦ ମଡ଼ାଇବା
							उदाहरण : 
							କୃଷକଟି ଖଳାରେ ଧାନଫସଲକୁ ବେଙ୍ଗଳା ପକାଉଛି
							
पर्यायवाची : ପତୁଳି ପକାଇବା, ବେଙ୍ଗଳାଇବା, ବେଙ୍ଗୁଳିବା
अन्य भाषाओं में अनुवाद :
अर्थ : ବେଙ୍ଗଳାକାମ ଅନ୍ୟ କାହାଦ୍ୱାରା କରାଇବା
							उदाहरण : 
							ଅମଳ କରିବା ସମୟରେ ଶସ୍ୟକୁ ବଳଦଙ୍କଦ୍ୱାରା ବେଙ୍ଗଳା ପକାନ୍ତି
							
पर्यायवाची : ବେଙ୍ଗଳାଇବା
अन्य भाषाओं में अनुवाद :