अर्थ : ରକ୍ତରେ ପୀତ ବର୍ଣ୍ଣକ ଜମା ହେବା ଯୋଗୁଁ ହେଉଥିବା ରୋଗ ଯେଉଁଥିରେ ଚମଡା, ଆଖିର ଶ୍ୱେତପଟଳଆଦି ହଳଦିଆ ପଡ଼ିଯାଏ
							उदाहरण : 
							କାମଳ ରୋଗରେ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ
							
अन्य भाषाओं में अनुवाद :
अर्थ : ଈଷତ ଲାଲମିଶା ହଳଦିଆ ରଙ୍ଗ
							उदाहरण : 
							ଏହି ଫଟ ପଛପଟକୁ ପାଣ୍ଡୁରଙ୍ଗରେ ରଙ୍ଗୀନ କରାଯାଇଛି
							
पर्यायवाची : ପାଂଡୁ, ପାଂଡୁରଙ୍ଗ, ପାଣ୍ଡୁରଙ୍ଗ
अन्य भाषाओं में अनुवाद :
कुछ लाली लिए हुए पीला रंग।
इस तस्वीर का पिछला हिस्सा पांडु में रंगा गया है।