अर्थ : ତାଳ ପ୍ରଦାନ କରୁଥିବା ଏକ ବାଦ୍ୟ ଯାହା କାଠ ଖୋଳରେ ଚମଡ଼ା ଲଗେଇ ତିଆରି କରାଯାଏ ଏବଂ ଯାହାର ମୁଁହ ବାଁ ପାଖ ଅପେକ୍ଷା କମ ଓସାରିଆ ହୋଇଥାଏ
							उदाहरण : 
							ତବଲାବାଲା, ତବଲା ବାନ୍ଧୁଛି
							
अन्य भाषाओं में अनुवाद :
अर्थ : ତାଳ ଦେବା ନିମନ୍ତେ ଏକ ବାଦ୍ୟ, ଯେଉଁଥିରେ ଦୁଇଟି ବାଜା ଏକା ସହିତ ବାଜେ
							उदाहरण : 
							ଓସ୍ତାଦ ଜାକିର ହୋସେନଙ୍କ ଆଙ୍ଗୁଳି ତବଲା ଉପରେ କ୍ଷିପ୍ର ହେବାକ୍ଷଣି ଶ୍ରୋତାମାନେ ବାହା-ବାହା କହି ଉଠନ୍ତି
							
अन्य भाषाओं में अनुवाद :
ताल देने का एक वाद्य, जिसमें दो बाजे एक साथ बजते हैं।
जब उस्ताद ज़ाकिर हुसैन की अंगुलियाँ तबले पर थिरकने लगती हैं तो श्रोता वाह-वाह कह उठता है।