अर्थ : ହିନ୍ଦୁମାନଙ୍କ ଚାରି ବର୍ଣ୍ଣରୁ ଦ୍ୱିତୀୟ, ଯାହାର କାମଥିଲା ଦେଶକୁ ଶାସନ କରିବା ଏବଂ ଶତ୍ରୁଠାରୁ ଦେଶକୁ ରକ୍ଷା କରିବା
							उदाहरण : 
							ରାମ କ୍ଷତ୍ରିୟ ଥିଲେ
							
पर्यायवाची : ଦ୍ୱିତୀୟ ବର୍ଣ୍ଣ
अन्य भाषाओं में अनुवाद :
The second highest of the four varnas: the noble or warrior category.
rajanya