Meaning : ଚୈତ୍ରମାସର ପୂର୍ଣ୍ଣିମା ଯେଉଁଦିନ ହନୁମାନ ଜନ୍ମ ହୋଇଥିଲେ
Example :
ହନୁମାନ ଜୟନ୍ତୀ ଅବସରରେ ଆମ ଗାଁରେ ହନୁମାନ ମନ୍ଦିରର ଶିଳାନ୍ୟାସ କରାଗଲା
Synonyms : ହନୁମାନ ଜୟଂତୀ
Translation in other languages :
चैत्र माह की पूर्णिमा जिस दिन हनुमान पैदा हुए थे।
हनुमान जयंती के अवसर पर हमारे गाँव में हनुमान मंदिर का शिलान्यास किया गया।