Subscribe
URL of the page has been copied to clipboard.
Meaning : ଶ୍ରୀକୃଷ୍ଣଙ୍କ ବ୍ରଜ ଗୋପୀମାନଙ୍କ ସହିତ ଘେରମଧ୍ୟରେ କରୁଥିବା ନୃତ୍ୟ
Example : ରାସ ଦେଖି ସମସ୍ତ ବ୍ରଜବାସୀ ପ୍ରସନ୍ନ ହେଉଥିଲେ
Synonyms : ରାସ, ରାସ ଲୀଳା
Translation in other languages :हिन्दी
श्री कृष्ण का ब्रज की गोपियों के साथ घेरे में किया जाने वाला नृत्य।
Meaning : ଶ୍ରୀକୃଷ୍ଣଙ୍କ ରାସଲୀଳାର ଅଭିନୟ
Example : ଆଜି ମଧ୍ୟ ବ୍ରଜର ଲୋକେ ରାସଲୀଳା କରନ୍ତି
श्री कृष्ण की रासलीला का अभिनय।
Meaning : କାର୍ତ୍ତିକ ମାସରେ ଘେରରେ ନୃତ୍ୟ କରି ପାଳନ କରାଯାଉଥିବା କୃଷ୍ଣ ଉତ୍ସବ
Example : ସମସ୍ତେ ହସଖୁସିରେ ରାସରେ ଭାଗ ନେଉଛନ୍ତି
Synonyms : ରାସ
कार्तिक के महीने में घेरे में नृत्य करके मनाया जानेवाला कृष्ण उत्सव।
Install App