Meaning : ଯେଉଁ ସ୍ତ୍ରୀଙ୍କ ଅଧିକାରରେ କୌଣସି ମଠ ଅଛି
Example :
ମଠାଧିକାରିଣୀଙ୍କ ଅନୁପସ୍ଥିତିରେ ତାଙ୍କ ସହଯୋଗୀମାନେ ମଠର ଦେଖାଶୁଣା କରୁଥିଲେ
Synonyms : ମଠାଧ୍ୟକ୍ଷା
Translation in other languages :
वह स्त्री जिसके अधिकार में कोई मठ हो।
मठाधिकारिणी की अनुपस्थिती में उनके सहयोगियों ने मठ की देख-रेख की।