Meaning : ଯଜ୍ଞୋପବିତ ତିଆରି କରିବା ସମୟରେ ସେଥିରେ ପକାଯାଉଥିବା ମୁଖ୍ୟ ଗଣ୍ଠି
Example :
ଯଜ୍ଞୋପବିତରେ ବ୍ରହ୍ମଗଣ୍ଠି ବ୍ୟତୀତ ଅନ୍ୟ କୌଣସି ଗଣ୍ଠି ନରହିବା ଉଚିତ
Synonyms : ବ୍ରହ୍ମଗଣ୍ଠି
Translation in other languages :
यज्ञोपवीत बनाते समय उसमें लगाई जाने वाली मुख्य गाँठ।
यज्ञोपवीत में ब्रह्मग्रंथि के अलावा और कोई गाँठ नहीं होनी चाहिए।