Meaning : ଯାତ୍ରୀମାନଙ୍କ ରହିବାପାଇଁ ଧର୍ମାର୍ଥରେ କରାଯାଇଥିବା ଘର
Example :
ଆମେ ବାରଣାସୀର ଗୋଟିଏ ଧର୍ମଶାଳାରେ ରହିଥିଲୁ
Synonyms : ଜନାଶ୍ରୟ
Translation in other languages :
Meaning : ଭାରତର ହିମାଚଳ ପ୍ରଦେଶର ଏକ ସହର
Example :
କାଙ୍ଗଡ଼ା ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଧର୍ମଶାଳା ସହରରେ ଅବସ୍ଥିତ
Synonyms : ଧର୍ମଶାଳା ସହର
Translation in other languages :
भारत के हिमाचल प्रदेश प्रांत का एक शहर।
काँगड़ा जिले का मुख्यालय धर्मशाला में है।