Meaning : ତାଇବାନ ଦେଶର ନିବାସୀ
							Example : 
							କାଲି ମୋର କିଛି ତାଇବାନୀମାନଙ୍କ ସହିତ ଦେଖା  ହେଲା
							
Synonyms : ତାଇବାନବାସୀ
Translation in other languages :
ताइवान देश का निवासी।
कल मेरी मुलाक़ात कुछ ताइवानियों से हुई।A native or inhabitant of Taiwan.
taiwaneseMeaning : ତାଇବାନ ସହିତ ସଂବନ୍ଧିତ ବା ତାଇବାନର
							Example : 
							ଆମେ ତୈପୀ ସଂଗ୍ରହାଳୟରେ ତାଇବାନୀ କଳାର ଅଦ୍ଭୁତ ନମୁନା ଦେଖିଲୁ
							
Translation in other languages :