Subscribe
URL of the page has been copied to clipboard.
Meaning : ଲଘୁ ବା ଛୋଟ ହେବାର ଅବସ୍ଥା ବା ଭାବ
Example : କେହି ଛୋଟପଣିଆ ଅନୁଭବ କରିବା ଉଚିତ ନୁହେଁ
Synonyms : ଅଳ୍ପତ୍ୱ, ଛୋଟପଣିଆ, ଲଘୁତା, ଲଘୁତ୍ୱ
Translation in other languages :हिन्दी English
लघु या छोटे होने की अवस्था या भाव।
The property of having a relatively small size.
Meaning : ଅଧମ ବା ନୀଚହେବାର ଅବସ୍ଥା ବା ଭାବ
Example : ଅଧମତାର ଉପରକୁ ଉଠିଲେହିଁ ସମାଜର ବିକାଶ ସମ୍ଭବ ଅଧମତା କାରଣରୁ ସମାଜରେ କୁପ୍ରବୃତ୍ତିର ପ୍ରସାର ଘଟୁଛି
Synonyms : ଅଧମତା, ଅପକୃଷ୍ଟତା, ଛୋଟଲୋକୀ, ନୀଚତା, ନୀଚପଣ
अधम या नीच होने की अवस्था या भाव।
The quality of being morally wrong in principle or practice.
Install App