Subscribe
URL of the page has been copied to clipboard.
Meaning : ଫଳାହାର ରୂପରେ ବ୍ୟବହାର ହେଉଥିବା ଗୋଟିଏ ଛୋଟ ଗଛର ମଞ୍ଜି
Example : ମାଆ କୋଟୁ ଚୂନାର ହାଲୁଆ ତିଆରି କରୁଛନ୍ତି
Translation in other languages :हिन्दी
एक पौधे से प्राप्त बीज जिसका उपयोग फलाहार के रूप में होता है।
Meaning : ଗୋଟିଏ ଛୋଟ ଗଛ ଯାହା ମଞ୍ଜିର ଚୂନାକୁ ଫଳାହାର ରୂପେ ବ୍ୟବହୃତ ହୁଏ
Example : କୃଷକ କୋଟୁର ପତଳା ଡାଳକୁ ନୁଆଇଁ ଆଣିଛି
एक पौधा जिसके बीजों का आटा फलाहार के रूप में उपयोग होता है।
Install App