Meaning : କଫ ଏବଂ ବାତ ପ୍ରକୋପରେ ବାହାରୁଥିବା ଏକ ଗୋଲ ଆକାରର ବ୍ରଣ
Example :
ଡାକ୍ତର ଅନ୍ତ୍ରାଲଜୀରେ ଲଗାଇବାପାଇଁ ଏକ ମଲମ ଦେଇଛନ୍ତି
Translation in other languages :
कफ एवं वात प्रकोप से होने वाली एक गोल फुंसी।
डॉक्टर ने अंत्रालजी पर लगाने के लिए एक मलहम दिया है।