Meaning : କୌଣସି ବ୍ୟକ୍ତିର ଚେହେରାରୁ ପ୍ରକଟ ହେଉଥିବା ଭାବ
							Example : 
							ଆପଣଙ୍କ ହାବଭାବରୁ ଆପଣ ରାଗିଲା ଭଳି ଲାଗୁଛନ୍ତି
							
Synonyms : ଚେହେରା, ମୁଖମଣ୍ଡଳ, ମୁଖାଭିବ୍ୟକ୍ତି
Translation in other languages :
किसी व्यक्ति के चेहरे से प्रकट होने वाला भाव।
आपकी शक्ल बता रही है कि आप गुस्से में हैं।The feelings expressed on a person's face.
A sad expression.Meaning : ପୁରୁଷମାନଙ୍କୁ ମୋହିତ କରିବାପାଇଁ ନାରୀମାନଙ୍କର ମନୋହର ଚେଷ୍ଟା
							Example : 
							ଶୀଲାର ହାବଭାବରେ ପ୍ରଭାବିତହୋଇ ବିନୋଦ ତାକୁ ବିବାହ କଲା
							
Translation in other languages :
Meaning : ଶରୀରର ଯେଉଁ ସ୍ଥିତିରୁ ଚିତ୍ତର ଭାବ ପ୍ରକଟ ହୁଏ
							Example : 
							ସହଯାତ୍ରୀଙ୍କ ହାବଭାବ ଦେଖି ଆମେ ସତର୍କ ହୋଇଗଲୁ
							
Synonyms : ଭାବ
Translation in other languages :
Meaning : ଶରୀର ବା କୌଣସି ଅଙ୍ଗର ଏହି ସ୍ଥାନ ଯେଉଁଥିରେ କୌଣସି ଭାବ ଅଭିବ୍ୟକ୍ତ ହୋଇଥାଏ
							Example : 
							ନୃତ୍ୟାଙ୍ଗନା ନିଜ ଭାବଭଙ୍ଗୀରେ ଦର୍ଶକମାନଙ୍କୁ ମୁଗ୍ଧ କରୁଥିଲେ
							
Translation in other languages :
Meaning : ଗର୍ବପୂର୍ବକ ନିଜର ହାବଭାବ ଦେଖାଇବା କ୍ରିୟା ବା ଭାବ
							Example : 
							ତାହାର ଠାଣିମାଣି ମୋତେ ଆକୃଷ୍ଟ କରୁଛି
							
Translation in other languages :
Meaning : ଚେହେରା ବା ମୁଁହର ଆକୃତିରୁ ପ୍ରକଟ ହେଉଥିବା ମନର ଭାବ
							Example : 
							ବାପାଙ୍କ ଚେହେରା ଦେଖି ମୁଁ ଭୟଭୀତ ହୋଇଗଲି
							
Synonyms : ଚେହେରା, ଦୃଷ୍ଟିଭଙ୍ଗୀ, ମନୋବୃତ୍ତି
Translation in other languages :
चेहरे या मुख की आकृति से प्रकट होने वाले मन के भाव।
पिताजी का रुख़ देखकर मैं सहम गई।