Meaning : ହଠଯୋଗ ଅନୁସାରେ ମାନବ ଶରୀର ଭିତରେ ଥିବା ଦ୍ୱିତୀୟ ଚକ୍ର
							Example : 
							ଲିଙ୍ଗ ମୂଳରେ ସ୍ୱାଧିଷ୍ଠାନ ଚକ୍ରର ସ୍ଥାନ ବୋଲି ବିଚାର କରାଯାଏ
							
Synonyms : ସ୍ୱାଧିଷ୍ଠାନ
Translation in other languages :
हठयोग के अनुसार मानव शरीर के भीतर स्थित दूसरा चक्र।
स्वाधिष्ठान का स्थान शिश्न के मूल में माना जाता है।