Meaning : ଏକ ପ୍ରାଚୀନ ପ୍ରଦେଶ ଯାହା ପଞ୍ଜାବରେ ସରସ୍ୱତୀ ନଦୀର କୂଳରେ ଅବସ୍ଥିତ
							Example : 
							ସାରସ୍ୱତ ରାଜ୍ୟର ଅସ୍ତିତ୍ୱ ଏବେ ନାହିଁ
							
Synonyms : ସାରସ୍ୱତ ରାଜ୍ୟ
Translation in other languages :
एक प्राचीन प्रदेश जो पंजाब में सरस्वती नदी के तट पर था।
सारस्वत राज्य अब अस्तित्व में नहीं है।Meaning : ଜଣେ ଗୋତ୍ର ପ୍ରବର୍ତ୍ତକ ଋଷି
							Example : 
							ପୁରାଣରେ ସାରସ୍ୱତ ଋଷିଙ୍କ ବର୍ଣ୍ଣନା ମିଳେ
							
Synonyms : ସାରସ୍ୱତ ଋଷି
Translation in other languages :
A mentor in spiritual and philosophical topics who is renowned for profound wisdom.
sageMeaning : ସାରସ୍ୱତ ଦେଶରେ ବସବାସ କରୁଥିବା ବ୍ରାହ୍ମଣ
							Example : 
							ପଣ୍ଡିତ ଜଣକ ସାରସ୍ୱତ ବ୍ରାହ୍ମଣ
							
Synonyms : ସାରସ୍ୱତ ବ୍ରାହ୍ମଣ
Translation in other languages :
Meaning : ଯାହା ତଥ୍ୟରେ ପୂର୍ଣ୍ଣ ଏବଂ ଯେଉଁଥିରେ ସତ୍ୟତା ନିହିତଥାଏ
							Example : 
							ଏହା ତଥ୍ୟପୂର୍ଣ୍ଣ କଥା
							
Synonyms : ତଥ୍ୟପୂର୍ଣ୍ଣ, ତଥ୍ୟାତ୍ମକ, ସାରଗର୍ଭକ, ସାରପୂର୍ଣ୍ଣ
Translation in other languages :