Meaning : ପ୍ରାୟ ସବୁ ବ୍ୟକ୍ତି, ଅବସର, ଅବସ୍ଥାଆଦିରେ ମିଳୁଥିବା ବା ସେମାନଙ୍କ ସହ ସମ୍ବନ୍ଧ ଥିବା
							Example : 
							ସାକ୍ଷରତା ଉପରେ ବିଚାର-ବିମର୍ଶପାଇଁ ଏକ ସାଧାରଣ ସଭାର ଅୟୋଜନ କରାଗଲା
							
Translation in other languages :
प्रायः सभी व्यक्तियों, अवसरों, अवस्थाओं आदि में पाया जाने वाला या उनसे संबंध रखने वाला।
साक्षरता पर विचार-विमर्श हेतु एक सामूहिक सभा का आयोजन किया गया।Meaning : ଯାହା ଆରକ୍ଷିତ ନୁହେଁ
							Example : 
							ଅଣସଂରକ୍ଷିତ ଡବାରେ ବହୁତ ଭିଡ଼ ହୋଇଥାଏ
							
Synonyms : ଅଣସଂରକ୍ଷିତ, ଅନାରକ୍ଷିତ
Translation in other languages :
Not reserved.
unreservedMeaning : ଯାହା ଗଣନାରେ ନାହିଁ ବା ଯାହାର କୌଣସି ଗଣନା ହୁଏ ନାହିଁ ବା ବହୁତ କମ୍ ଗୁରୁତ୍ୱ ଥାଏ
							Example : 
							ଯେଉଁଠିକୁ ବଡ଼ବଡ଼ ବିଦ୍ୱାନ ଆସୁଛନ୍ତି ସେଠାରେ ଆମଭଳି ନଗଣ୍ୟ ବ୍ୟକ୍ତିମାନଙ୍କୁ କିଏ ପଚାରିବ  ତାକୁ ଏମିତି ସେମିତି ଭାବନାହିଁ
							
Synonyms : ଅକିଞ୍ଚନ, ଏମିତି ସେମିତି, ତୁଚ୍ଛ, ନଗଣ୍ୟ, ମାମୁଲି
Translation in other languages :
जो गणना में न हो या जिसकी कोई गिनती न हो या बहुत ही कम महत्व का।
जहाँ बड़े-बड़े विद्वान आ रहे हैं वहाँ हम जैसे नगण्य व्यक्तियों को कौन पूछेगा।(informal) small and of little importance.
A fiddling sum of money.Meaning : ଯେଉଁଥିରେ କିଛି ବିଶେଷତା ନାହିଁ ବା ସାମାନ୍ୟ ଭଲ
							Example : 
							ଏଇଟି ସାଧାରଣ ଶାଢ଼ୀ  ଏହି କାମ ଚଳା ସରକାର ଅଧିକ ଦିନ ରହିବ ନାହିଁ
							
Synonyms : କାମଚଳା, ମାମୁଲି, ସାମାନ୍ୟ
Translation in other languages :
Not exceptional in any way especially in quality or ability or size or degree.
Ordinary everyday objects.