Meaning : କୋଡ଼ିଏ ଆଉ ସାତ ମିଶି ହେଉଥିବା ସଂଖ୍ୟା
							Example : 
							ନଅକୁ ତିନିରେ ଗୁଣିଲେ ସତେଇଶ ହୁଏ
							
Synonyms : ୨୭
Translation in other languages :
Meaning : କୌଣସି ଇଂରେଜୀ ମାସର ସପ୍ତବିଂଶତିତମ ଦିନ ପଡ଼ୁଥିବା ତାରିଖ
							Example : 
							ସତେଇଶ ତାରିଖରେ ମୁଁ ଦିଲ୍ଲୀ ଯାଉଛି
							
Synonyms : ସତେଇଶ ତାରିଖ