Meaning : କୌଣସି ପ୍ରକାରର ବିଳାସବ୍ୟସନର ଅଭାବ
							Example : 
							କେତେକ ଲୋକ ବ୍ୟସନହୀନ ଭାବରେ ଜୀବନ ଯାପନ କରନ୍ତି
							
Synonyms : ବିଳାସବିହୀନ
Translation in other languages :
Meaning : ଯାହାର କୌଣସି ପ୍ରକାରର ବ୍ୟସନ ନାହିଁ
							Example : 
							ଆଜିକାଲି ବ୍ୟସନହୀନ ବ୍ୟକ୍ତି କେତେ ହେବେ?
							
Synonyms : ବିଳାସବ୍ୟସନହୀନ
Translation in other languages :