Meaning : ଭଲ କାମ କରିବା ଢଙ୍ଗ
							Example : 
							ତାକୁ କୌଣସି କାମର ବ୍ୟବହାର ଜଣାନାହିଁ
							
Translation in other languages :
Meaning : ସାମାଜିକ ସମ୍ବନ୍ଧ ଅନୁସାରେ ଅନ୍ୟ ସହିତ କରାଯାଉଥିବା ଆଚରଣ
							Example : 
							ତା’ର ବ୍ୟବହାର ଭଲ ନୁହେଁ
							
Synonyms : ଆଚରଣ, ଆଚାର, ଚାଲିଚଳନ, ବାଗ, ରଙ୍ଗଢଙ୍ଗ
Translation in other languages :
सामाजिक संबंधों में औरों के साथ किया जाने वाला आचरण।
उसका व्यवहार अच्छा नहीं है।Meaning : କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ
							Example : 
							ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
							
Synonyms : ଉପଯୋଗ, କାମ, ପ୍ରୟୋଗ, ବିନିଯୋଗ
Translation in other languages :
The act of using.
He warned against the use of narcotic drugs.