Meaning : ବିଷୁବ ରେଖାସହ ସମ୍ବନ୍ଧିତ ବା ବିଷୁବ ରେଖାର
							Example : 
							ତୁମେ କହିପାରିବ କି ବିଷୁବମଣ୍ଡଳୀୟ ଜଳବାୟୁ କିପରି ସୃଷ୍ଟି ହୁଏ? ବିଷୁବମଣ୍ଡଳୀୟ ଜଳବାୟୁ ଗରମ ତଥା ଆର୍ଦ୍ର  ହୋଇଥିବାରୁ ବୃକ୍ଷଲତାମାନଙ୍କ ପାଇଁ ଉପଯୁକ୍ତ
							
Translation in other languages :
विषुवत् रेखा से संबंधित या विषुवत् रेखा का।
विषुवतीय जलवायु गर्म तथा नम होती है जो पेड़-पौधों के लिए उपयुक्त होती है।