Meaning : ଯେଉଁ ପୁରୁଷ ବିବାହିତ ନୁହେଁ
							Example : 
							ଏହି ପଦ ନିମନ୍ତେ କେବଳ ଅବିବାହିତ ହିଁ ଆବେଦନ କରି ପାରିବେ
							
Synonyms : ଅବିବାହିତ, ଅବିବାହିତ ପୁରୁଷ, କୁମାର
Translation in other languages :
Meaning : ଯାହାର ବାହାଘର ହୋଇନାହିଁ
							Example : 
							ଅବିବାହିତ ପୁରୁଷ ହିଁ ଏହି ପଦପାଇଁ ପ୍ରାର୍ଥୀ ହୋଇପାରିବେ
							
Translation in other languages :