Meaning : ଆବଶ୍ୟକ ହେବାର ଅବସ୍ଥା ବା ଭାବ
							Example : 
							ଏହି ପଦ ପାଇଁ ଆବଶ୍ୟକତାରୁ ଅଧିକ ଆବେଦନ ପତ୍ର ମିଳିଛି  ଏହି କାମ କରିବା ନିମନ୍ତେ ମୋପାଇଁ ତୁମର ଆବଶ୍ୟକତା ନାହିଁ
							
Synonyms : ଆବଶ୍ୟକତା, ଦରକାର, ଲୋଡ଼ା
Translation in other languages :
Required activity.
The requirements of his work affected his health.