Meaning : ଧର୍ମର ଆଧାର ଉପରେ ଉଚିତ ଅନୁଚିତ ହେବା ସମ୍ବନ୍ଧରେ ଇସଲାମ ଧର୍ମାନୁସାରେ ଯେଉଁ ଆଦେଶ ଦିଆ ଯାଇଛି
							Example : 
							ସାଟନିକ ଭର୍ସେସ ନାମକ ପୁସ୍ତକକୁ ନେଇ ସଲମାନ ରୁସଦୀଙ୍କୁ ମାରିଦେବାପାଇଁ ଫତୱା ଜାରି କରାଯାଇଛି
							
Translation in other languages :
A ruling on a point of Islamic law that is given by a recognized authority.
fatwa