Meaning : ପ୍ରାଥମିକ ସାମାଜିକ ବର୍ଗ ଯେଉଁଥିରେ ମାଆ-ବାପା ଏବଂ ସେମାନଙ୍କ ପିଲାମାନେ ସାମିଲ ଥାନ୍ତି
							Example : 
							ଚାକିରି ମିଳିଲା ମାତ୍ରେ ସେ ନିଜ ବାପା-ମାଆଙ୍କୁ ଭୁଲି କେବଳ ନିଜ ପରିବାର ପ୍ରତି ଧ୍ୟାନ ଦେବାକୁ ଲାଗିଲାକୃଷକ ଜଣକ ନିଜ ପୁଅମାନଙ୍କୁ ନିଜନିଜ ପରିବାରର ଭାର ସମ୍ଭାଳିବାକୁ କହିଲେ
							
Synonyms : ପରିବାର
Translation in other languages :