Meaning : ଯାହାର କୌଣସି ପ୍ରକାରର ଲୋଭ ବା ଲାଳସା ନ ଥାଏ
							Example : 
							ସଚ୍ଚା ସାଧୁ ସନ୍ଥ ନିର୍ଲୋଭୀ ହୋଇଥାନ୍ତି
							
Synonyms : ନିର୍ଲୋଭୀ, ଲାଳସାରହିତ, ଲୋଭଶୂନ୍ୟ, ଲୋଭହୀନ
Translation in other languages :
Not acquisitive. Not interested in acquiring or owning anything.
unacquisitiveMeaning : ଯିଏ ଇଚ୍ଛୁକ ନୁହେଁ
							Example : 
							ସେ ଏହି କାମ କରିବାକୁ ଅନିଚ୍ଛୁକ
							
Synonyms : ଅନଭିଳାଷୀ, ଅନିଚ୍ଛୁ, ଅନିଚ୍ଛୁକ
Translation in other languages :
Having or feeling no desire.
A very private man, totally undesirous of public office.