Meaning : ପାଚେରୀଦ୍ୱାରା ଘେରାଯାଇ ଛାଉଁଣି କରାଯାଇଥିବା ସ୍ଥାନ ଯାହା ରହିବାପାଇଁ ଉଦ୍ଦିଷ୍ଟ
							Example : 
							ଏହି ଘରେ ପାଞ୍ଚଟି କୋଠରୀ ଅଛି  ନାରୀ ନିକେତନରେ ବିଧବା ମଙ୍ଗଳା ରହେ
							
Translation in other languages :
A dwelling that serves as living quarters for one or more families.
He has a house on Cape Cod.