Meaning : କାହା ଉପରେ ଲଗାଯାଇଥିବା ଦୋଷ
							Example : 
							ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍ ନୁହେଁ
							
Synonyms : ଅପବାଦ, ଅପଯଶ, କଳଙ୍କ, କାଳିମା, ଲାଞ୍ଛନ
Translation in other languages :
A false accusation of an offense or a malicious misrepresentation of someone's words or actions.
calumniation, calumny, defamation, hatchet job, obloquy, traducementMeaning : ଦୋଷୀ ହେବାର ଅବସ୍ଥା ବା ଭାବ
							Example : 
							ସ୍ବାମୀର ଦୋଷ ପ୍ରମାଣିତ କଲାପରେହିଁ  ସ୍ତ୍ରୀ ସମ୍ବନ୍ଧ ବିଚ୍ଛେଦ କରି ପାରିବ
							
Synonyms : ଅପରାଧ
Translation in other languages :
Meaning : ଦୋଷ ଏବଂ ତୃଟି
							Example : 
							ଆପଣଙ୍କ ଅତିଥି ସେବାରେ କୌଣସି ପ୍ରକାରର ତୃଟି ନାହିଁ
							
Synonyms : ତୃଟି
Translation in other languages :
A failing or deficiency.
That interpretation is an unfortunate defect of our lack of information.