Meaning : କାହା ସହିତ ଦେଖା କରିବା ବା ଭେଟିବା
							Example : 
							ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ
							
Synonyms : ଭେଟିବା, ମିଶିବା, ସାକ୍ଷାତ କରିବା
Translation in other languages :
किसी से मिलना या भेंट करना।
उसने शहर में अपने संबंधियों से भेंट की।