Subscribe
URL of the page has been copied to clipboard.
Meaning : ପୁରାଣ ଅନୁସାରେ ଆଠଦିଗରୁ ପୃଥିବୀକୁ ଚାପି ଧରିଥିବା ଏବଂ ତାର ସୁରକ୍ଷା କରୁଥିବା ଆଠଟି ହାତୀ
Example : ଐରାବତ ନାମକ ଦିଗ୍ଗଜ ପୂର୍ବ ଦିଗର ସୁରକ୍ଷା କରେ
Translation in other languages :हिन्दी English
पुराणानुसार वे आठों गज जो आठों दिशाओं में पृथ्वी को दबाये रखते हुए उन दिशाओं की रक्षा करते हैं।
An imaginary being of myth or fable.
Meaning : ବହୁତ ବଡ଼,ଜଣାଶୁଣା ବା ଓଜନିଆ
Example : ଆଞ୍ଚଳିକ କୁସ୍ତି ପ୍ରତିଯୋଗିତାରେ ବହୁତ ଦିଗ୍ଗଜ ପହିଲିମାନ ଭାଗ ନେଉଛନ୍ତି
Synonyms : ବିଖ୍ୟାତ
Translation in other languages :हिन्दी
बहुत बड़ा, जाना-माना या भारी।
Install App