Meaning : ନଷ୍ଟ ବା ଅନ୍ତ ବା ଭଙ୍ଗୁର ହେବାରୁ ରକ୍ଷାକରିବା ବା ସୁରକ୍ଷିତ ରଖିବା
							Example : 
							ଗୃହର ଶାନ୍ତି ବଜାୟ ରଖନ୍ତୁ  କେତେକ ଆଦିବାସୀ ଜାତି ଆଜି ବି ପୁରାତନ ପରମ୍ପରାକୁ ଜୀବିତ ରଖିଛନ୍ତି
							
Synonyms : ବଜାୟ ରଖିବା, ବଞ୍ଚେଇ ରଖିବା, ରକ୍ଷାକରିବା, ସଜୀବ ରଖିବା, ସୁରକ୍ଷିତ ରଖିବା
Translation in other languages :
* नष्ट या अंत या भंग होने से बचाना या सुरक्षित रखना।
घर की शांति को बनाए रखिए।