Meaning : ଛୋଟେଇ ଛୋଟେଇ ଚାଲିବା କିମ୍ବା ଲେଙ୍ଗେଡ଼େଇବାର ଅବସ୍ଥା ବା ଭାବ
							Example : 
							ଆପଣଙ୍କ ଛୋଟେଇବାର କାରଣ କଣ?
							
Synonyms : ଲେଙ୍ଗେଡ଼େଇବା
Translation in other languages :
Meaning : ଛୋଟେଇକି ଚାଲିବା
							Example : 
							ଗୋଡ଼ ମୋଡ଼ି ହୋଇଯିବାରୁ ମୋହନ ଲେଙ୍ଗଡ଼ଉଛି
							
Synonyms : ଲେଙ୍ଗଡ଼େଇବା
Translation in other languages :