Meaning : ଭଲ ବୃଦ୍ଧି ବା ବିକାଶ ବା ଉଜ୍ଜଳ ହେବାର କ୍ରିୟା
							Example : 
							ବିଶ୍ବକପରେ ବିଜୟ ଧୋନୀଙ୍କୁ ଗୋଟିଏ ନୂଆ ଚମକ ଦେଲା
							
Translation in other languages :
Meaning : ଏକ ପ୍ରକାରର ପ୍ରକାଶ
							Example : 
							ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
							
Synonyms : ଆଭା, ଉଜ୍ଜଳତା, କାନ୍ତି, ଜ୍ୟୋତି, ତେଜ, ଦୀପ୍ତି, ଦ୍ୟୁତି, ପ୍ରଭା, ଭାସ, ରକ୍ତିମା
Translation in other languages :
एक तरह का प्रकाश।
उसके चेहरे की चमक स्पष्ट झलक रही थी।