Meaning : ଗୋରଖନାଥ ଯେଉଁ ଶୈବ ମତାବଲମ୍ବୀ ସାଧୁ ସମ୍ପ୍ରଦାୟର ପ୍ରସାର କରିଥିଲେ
							Example : 
							ଭାରତରେ ଏବେବି ଗୋରଖପନ୍ଥର ଅନୁଗାମୀ ମିଳିଥାନ୍ତି
							
Synonyms : ଗୋରଖ ପଂଥ, ଗୋରଖ ପନ୍ଥ, ଗୋରଖ ସଂପ୍ରଦାୟ, ନାଥ ପଂନ୍ଥ, ନାଥ ପନ୍ଥ, ନାଥ ସଂପ୍ରଦାୟ, ନାଥ ସମ୍ପ୍ରଦାୟ
Translation in other languages :