Meaning : ଆମୋଦପ୍ରମୋଦ ବା ବ୍ୟାୟାମ ନିମନ୍ତେ ଡିଆଁଡ଼େଇଁ,ଦୌଡ଼ାଦୌଡ଼ି ବା ଅନ୍ୟ କୌଣସି ମନୋରଞ୍ଜକ କାର୍ଯ୍ୟ
							Example : 
							ଖେଳରେ ହାରିବା ଜିତିବା ଲାଗିରହିଥାଏ
							
Translation in other languages :
An amusement or pastime.
They played word games.Meaning : ଏକ ସକ୍ରିୟ ମନୋରଞ୍ଜନ ଯେଉଁଥିରେ ଶାରୀରିକ ଶ୍ରମ ଏବଂ ପ୍ରତିସ୍ପର୍ଦ୍ଧାର ଆବଶ୍ୟକତା ଥାଏ
							Example : 
							ସେ ଖୋ-ଖୋ, କବାଡୀ, ହକି ଆଦି ଖେଳରେ ଭାଗ ନିଏ
							
Synonyms : ଏଥ୍ଲେଟିକ୍ସ, ଖେଳ
Translation in other languages :