Meaning : ଯେଉଁ ଗୁଣ ବା ତତ୍ୱଦ୍ୱାରା କୌଣସି ବସ୍ତୁର ମହତ୍ତ୍ୱ ବା ମାନ ନିର୍ଦ୍ଧାରଣ କରାଯାଏ
							Example : 
							ସମୟର ଉପଯୋଗିତାକୁ ନ ବୁଝିପାରିବା ଲୋକ ପଶ୍ଚାତ୍ତାପ କରନ୍ତି
							
Synonyms : ପ୍ରୟୋଜନୀୟତା
Translation in other languages :
वह गुण या तत्व जिसके कारण किसी वस्तु का महत्व या मान होता है।
समय की उपयोगिता को न समझनेवाले पछताते हैं।Meaning : କାମରେ ଆସିବାର ଯୋଗ୍ୟତା
							Example : 
							ବସ୍ତୁର ଉପଯୋଗିତା ଅନୁରୂପରେ ହିଁ ଆମକୁ ତାହାର ଚୟନ କରିବାକୁ ପଡ଼େ
							
Translation in other languages :
Meaning : ଉପଯୋଗରେ ଆସିବାର ଅବସ୍ତା ବା ଭାବ
							Example : 
							ଲୋକଙ୍କର ଉପଯୋଗିତାକୁ ଧ୍ୟାନରେ ରଖି ସୁଲଭ ଶୌଚାଳୟ ନିର୍ମାଣ କରାଯାଉଅଛି
							
Synonyms : ଉପାଦେୟତା
Translation in other languages :