Meaning : ଅଧ୍ୟାୟ ବା ପ୍ରକରଣରେ ଲେଖା ହୋଇଥିବା କେତେକ କଳ୍ପିତ ଏବଂ ବଡ଼ ଆଖ୍ୟାୟିକା ଯେଉଁଥିରେ ଏକରୁ ଅଧିକ ପାତ୍ର ଏବଂ ବିସ୍ତ୍ରୁତ ତଥା ସମ୍ବନ୍ଧିତ ଘଟଣା ରହିଥାଏ
							Example : 
							ପ୍ରେମଚନ୍ଦ ନିଜ ଉପନ୍ୟାସମାନଙ୍କରେ ଗ୍ରାମୀଣ ଜୀବନକୁ ବାସ୍ତବ ରୂପରେ ଚିତ୍ରଣ କରିଛନ୍ତି
							
Synonyms : ନଭେଲ୍
Translation in other languages :
A printed and bound book that is an extended work of fiction.
His bookcases were filled with nothing but novels.