Meaning : କେଶବଙ୍କ ଅନୁଯାୟୀ ଗୋଟିଏ ଅର୍ଥାଳଙ୍କାର
							Example : 
							ଅସୀମ  ସାଧନରେ ହିଁ ସାଧକ ସିଦ୍ଧିର ଫଳ ଭୋଗ କରେ
							
Translation in other languages :
Meaning : ଯାହାର ସୀମା ନାହିଁ
							Example : 
							ସନ୍ଥ  ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ
							
Synonyms : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅପାର, ଅମାପ, ଅମୀତ, ଅସୀମିତ, ସୀମାହୀନ
Translation in other languages :
जिसकी सीमा न हो।
संतजी भगवान की असीम लीला का गुणगान कर रहे हैं।Meaning : ଖୁବ୍ ବେଶୀ
							Example : 
							ସେଠ୍ ମୂରାଲୀଲାଲଙ୍କ ପାଖରେ ବହୁତ ଧନ ଅଛି  ସେ ତୁମକୁ ଖୁବ୍ ଭଲ ପାଉଛି
							
Synonyms : ଅଗଣତି, ଅତ୍ୟଧିକ, ଖୁବ୍, ପ୍ରଚୁର, ବହୁତ, ବହୁତ ଅଧିକ, ବିପୁଳ
Translation in other languages :
बहुत अधिक।
सेठ मुरालीलाल के पास अत्यधिक धन है।Meaning : ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ
							Example : 
							ପଣ୍ଡିତ ସୁନୀଲଙ୍କର ଅଗାଧ ଜ୍ଞାନ
							
Translation in other languages :
Meaning : ଯାହାର ମାପ ହୋଇପାରିବ ନାହିଁ ବା ଯାହା ମାପ କରାଯାଇପାରିବ ନାହିଁ
							Example : 
							ସୃଷ୍ଟି ଅମାପ ସମ୍ପଦର ଖଣି
							
Synonyms : ଅପରିମିତ, ଅପର୍ଯ୍ୟାପ୍ତ, ଅମାପ
Translation in other languages :
Impossible to measure.
Unmeasurable reaches of outer space.