Meaning : ବିବାହ ପୂର୍ବରୁ ବର-କନ୍ୟାଙ୍କ ରାଶିବର୍ଗର ସଂଯୋଗ ନିମନ୍ତେ ନକ୍ଷତ୍ରମାନଙ୍କର ଗୋଟିଏ ଗଣ
							Example : 
							ଅମର ଗଣ ବର-କନ୍ୟାଙ୍କ ନିମନ୍ତେ ଶୁଭଦାୟୀ ହେବ
							
Synonyms : ଅମର ଗଣ
Translation in other languages :
Meaning : ଯିଏ କେବେ ମରେ ନାହିଁ ବା ଯେ ମୃତ୍ୟୁକୁ ଜୟ କରିଛି
							Example : 
							ପୌରାଣିକ କାହାଣୀ ଅନୁସାରେ ଅମୃତ ପିଇବାଦ୍ୱାରା ପ୍ରାଣୀ ଅମର ହୋଇଯାଏ
							
Synonyms : ଅମର୍ତ୍ୟ, କାଳଜୟୀ, କାଳାତୀତ, ଚିରଞ୍ଜିବୀ, ମୃତ୍ୟୁଞ୍ଜୟ, ମୃତ୍ୟୁଞ୍ଜୟୀ
Translation in other languages :
Not subject to death.
immortalMeaning : ଯାହା ଜର୍ଜର ବା ଜୀର୍ଣ୍ଣ ନୁହେଁ
							Example : 
							ଏହି ଶରୀର କେବେବି ଅକ୍ଷୟ ନୁହେଁ
							
Translation in other languages :
Meaning : ଯେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚେ
							Example : 
							ଚିରଞ୍ଜୀବୀ ହେବା ନିମନ୍ତେ ସାଧୁ ଆଶୀର୍ବାଦ ଦେଲେ
							
Synonyms : ଆୟୁଷ୍ମାନ, ଚିରଜୀବୀ, ଚିରଞ୍ଜୀବୀ, ଚିରାୟୁ, ଦୀର୍ଘାୟୁ, ବୁଢ଼ାଟେ ହେଇଥା
Translation in other languages :
Existing for a long time.
Hopes for a durable peace.Meaning : ଯାହାର କେବେ ନାଶ ହୁଏନାହିଁ
							Example : 
							ଆତ୍ମା ଅମର
							
Synonyms : ଅକ୍ଷୁଣ୍ଣ, ଅକ୍ଷୟ, ଅବିନଶ୍ୱର, ଅବିନାଶୀ, ଶାଶ୍ୱତ
Translation in other languages :
जिसका कभी नाश न हो या सदा बना रहनेवाला।
आत्मा अमर है।Not subject to death.
immortal