Meaning : ଯାହା ପ୍ରମାଣ ଦ୍ୱାରା ସିଦ୍ଧ କରିହେବ ନାହିଁ
							Example : 
							ଅପ୍ରମାଣିତ ଅପରାଧର ଦଣ୍ଡ ଆପଣ କିପରି ଦେବେ?
							
Synonyms : ପ୍ରମାଣବିହୀନ, ପ୍ରମାଣଶୂନ୍ୟ
Translation in other languages :
Meaning : ପ୍ରତିସ୍ୱାକ୍ଷରଆଦିଦ୍ୱାରା ଯାହାର ସତ୍ୟତା ନିର୍ଦ୍ଧାରଣ କରାଯାଇପାରେନାହିଁ
							Example : 
							ଅଣ-ପ୍ରତିସ୍ୱାକ୍ଷରିତ ପ୍ରମାଣ ପତ୍ର ଦେଇଥିବା କାରଣରୁ ଆପଣଙ୍କ ଆବେଦନ ଉପରେ ବିଚାର କରାଯାଇପାରିନାହିଁ
							
Synonyms : ଅଣ-ପ୍ରତିସ୍ୱାକ୍ଷରିତ
Translation in other languages :
Lacking proof or substantiation.
unverified